Breaking News

୨୧ ଲିଟର ଦେଶୀ ମଦ ଓ ୩ ଲିଟର ବିଦେଶୀ ମଦ ଜବତ ,୨ ଗିରଫ

21 liters of domestic liquor and 3 liters of foreign liquor were seized, 2 arrested.


ସାକ୍ଷୀଗୋପାଳ---- ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦୀଲ୍ଲିପ କୁମାର ଧଳଙ୍କ ତତ୍ୱବଧାନରେ ସତ୍ୟବାଦୀ ଥାନା ଅନ୍ତର୍ଗତ ଦୁଗଲ ଗ୍ରାମର ମାର୍କଣ୍ଡ ଦାସଙ୍କ ଘର ଉପରେ ଚଡାଉ କରାଯାଇ ୩ ଲିଟର ବିଭିନ୍ନ କମ୍ପାନୀର ବିଦେଶୀ ମଦ ସହିତ ୧୫ ଲିଟର ଦେଶୀ ମଦ ଜବତ କରାଯାଇଛି । ସେହିପରି ଉକ୍ତ ଗ୍ରାମର ଧନେଶ୍ୱର ସ୍ୱାଇଁଙ୍କ ଠାରୁ ୬ ଲିଟର ଦେଶୀ ମଦ ଜବତ କରିବାରେ ସତ୍ୟବାଦୀ ପୋଲିସ ସଫଳ ହୋଇଛି ।  ଦୁଇ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀ ଧଳଙ୍କ ଠାରୁ ସୁଚନା ମିଳିଛି । ସତ୍ୟବାଦୀ ଥାନାରେ ଏ ସଂକ୍ରନ୍ତିରେ ୩୧ଓ ୩୨/୨୨ରେଦୁଇଟି ମାମଲା ରୁଜ କରାଯାଇଛି । ୩୨୮ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧/୨୦୨୨----୭,୫୫   Sakhigopal News, 25/1/2022-

Blog Archive

Popular Posts