Breaking News

ସତ୍ୟବାଦୀ ବ୍ଳକରେ ଦୁତୀୟ ଦିନରେ ୪୩ ପ୍ରାର୍ଥୀପତ୍ର ଦାଖଲ

 

 ସାକ୍ଷୀଗୋପାଳ---  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର  ଦୁତୀୟ ଦିବସରେ ସତ୍ୟବାଦୀ ବ୍ଳକରେ ୪୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ  ୩୬ଜଣ ୱାର୍ଡ ସଭ୍ୟସଭ୍ୟା ମାନେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୪ଜଣ ସରପଞ୍ଚ ଓ ୩ଜଣ ସମିତସସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି  ପ୍ରଥମ ଦିନରେ  ୫୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।  

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୧/୨୦୨୨ 

 Sakhigopal News, 18/1/2022


Blog Archive

Popular Posts