ସତ୍ୟବାଦୀ ପ୍ରଶାସନ ପକ୍ଷରୁ ରାସ୍ତା କରରୁ ହଟିଲା ବ୍ୟାନର, ପୋଷ୍ଟର
Banners and posters were removed from the road tax by the Satyavadi administration
ସାକ୍ଷୀଗୋପାଳ,----ସତ୍ୟବାଦୀ ପ୍ରଶାସନ ପକ୍ଷରୁ ରାସ୍ତା କରରେ ଲାଗିଥିବା ବିଭିନ୍ନ ଦଳୀୟ ଓ ବ୍ୟକ୍ତି ବିଶେଷ ମାନଙ୍କ ଅଭିନନ୍ଦନନ ବ୍ୟାନର ଓ ପୋଷ୍ଟର ହଟାଯାଇଛି । ଯେଉଁ ବ୍ୟାନର ଗୁଡିକରେ ରାଜନୈତିକ ନେତା ମାନଙ୍କର ଫଟୋ ବା ଦଳୀୟ ଚିହ୍ନ ରହିଥିଲା ସେ ଗୁଡିକ ହଟାଯାଇଥିବା ଜଣାପଡିଛି । ଏହି ଅଭିଯାନରେ ସତ୍ୟବାଦୀର ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହି ଓ ସତ୍ୟବାଦୀ ଆରଆଇ ଶ୍ୟାମସୁନ୍ଦର ପୂତ୍ତି , ସତ୍ୟବାଦୀ ଥାନା ଏଏସଆଇ ଏ ,କେ.ପଣ୍ଡ ଅନ୍ୟ ମାନେ ଉପସ୍ଥିତିରେ ବ୍ୟାନର ପୋଷ୍ଟର ବ୍ଳକ ଛକ, ପୋଷ୍ଟଅଫିସ, ବଡବଜାରରୁ ହଟାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧/୨୦୨୨----୧୦,୨୦- Sakhigopal News, 19/1/2022