Breaking News

ନାରାୟଣଙ୍କ ପୀଠରେ ତିନିଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ

For three days on the pedestal of Narayan, the great sacrifice of world peace.


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାଇଖଣ୍ଡି ଶାସନ ଗ୍ରାମର ଇଷ୍ଟଦେବ ଶ୍ରୀ ନାରାୟଣଙ୍କ ପୀଠ ପରିସରରେ ଶହୀଦ ଭଗତ ସିଂ ଯୁବକ ସଂଘର ସହଯୋଗରେ ତୁତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରୁ ବହୁ ଶିଘ୍ର କୋଭିଡ ଦୂର ହେଉ ଆହୁତି ପ୍ରଦାନ କରାଯାଇଥିଲା । ଅଙ୍କୁରାରୋପଣ, ଆବାହନ, ମଣ୍ଡଳ, ସୂର୍ଯ୍ୟପୂଜା, ଗୋ ପୂଜା, ଆହୁତି ପ୍ରଦାନ , ଚଣ୍ଡୀ,  ଗୀତା ପାଠ ସହ  ଆହୂତି ପ୍ରଦାନ କରାଯାଇଥିଲା ।  ଯଜ୍ଞରେ କର୍ତ୍ତା ଭାବେ ପ୍ରଫୁଲ ମିଶ୍ର ଓ କର୍ତ୍ତୀ ଭାବେ ଲିଲି ମିଶ୍ର ରହିଥିଲେ । ମୁଖ୍ୟ ପଣ୍ଡିତ ଭାବେ ଶିବ ପ୍ରସାଦ ରଥ ଓ ତାଙ୍କ ସାଥୀ ମାନେ ଯଜ୍ଞ କାର୍ଯ୍ୟ ଶେଷ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧/୨୦୨୨---୮,୪୦  

 Sakhigopal News, 22/1/2022

Blog Archive

Popular Posts