Breaking News

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ନିର୍ଦ୍ଵନ୍ଦରେ ନିର୍ବାଚିତ


ସାକ୍ଷୀଗୋପାଳ---- ରାଜ୍ୟ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ନିର୍ଦ୍ଵନ୍ଦରେ ଜଣେ ଜିଲ୍ଲା ପରିଷଦ,୩୨୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୧୨୬ ଜଣ ସରପଞ୍ଚଙ୍କ ସହିତ ୩୬ ହଜାର ୫୨୩ ୱ।ର୍ଡ ସଭ୍ୟ ସଭ୍ୟା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ରାଜ୍ୟ ନିର୍ବାଚନ କମିଶନ ର ସୂଚନା ଦେଇଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୧/୨୦୨୨----୯,୧୫ Sakhigopal News,27/1/2022

Blog Archive

Popular Posts