Breaking News

ନିମାପଡାରେ ବିଜୁ ମହିଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୋର୍ଣାକ--- ପୁରୀ ଜିଲ୍ଲା ନିମାପଡ଼ା ଟାଉନ ହଲ୍ ଠାରେ ବିଜେଡି ଦଳ ପକ୍ଷରୁ  ମହିଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ମୁଖ୍ୟ ଅତିଥି ଭାବରେ ସୋମ୍ୟରଞ୍ଜନ ପଟନାୟକ, କୁଳମଣି ସାମଲ ଏବଂ ସ୍ଥାନୀୟ ବିଧାୟକ ଯୋଗଦେଇଥିଲେ।  ଶତାଧିକ ମହିଳା କର୍ମୀ ଏ ସଭାରେ ଯୋଗଦେଇଥିଲେ। ଆଗାମଧାଝୀ ନିର୍ବାଚନ କୁ ଲକ୍ଷ୍ଯରଖି ମହିଳା ମାନଙ୍କୁ ନିର୍ବାଚନ ସମ୍ପକୀୟ  ପ୍ରଶିକ୍ଷଣ  ଅତିଥୀ ମାନେ ଦେଇଥିଲେ । ଚତୁର୍ଥ ଥର ବିଜେଡି କିପରି କ୍ଷମତା କୁ ଆସିବ ସେଥିପାଇଁ ମହିଳା ମାନଙ୍କୁ ନିବେଦନ କରାଯାଇଥିଲା। ନନିମାପଡ଼ା ଓ ଗୋପ ନିର୍ବାଚନ ମଣ୍ଡଳୀ ର ୪୬ଟି  ପଞ୍ଚାୟତରୁ ଶତାଧିକ ବିଜେଡି ମହିଳା କର୍ମୀ ଯୋଗ ଦେଇଥିଲେ ।ବିଜୁ ଜନତା ଦଳ ରାଜ୍ଯରେ ୫ ମ ଥର ପାଇଁ କ୍ଷମତା ହାତେଇବ ଓ ନିମାପଡାର ବିଧାୟକ ତୃତୀୟ ଥର କ୍ଷମତା କୁ ଆଣିବାକୁ ମୁଖ୍ୟ ଅତିଥି ମାନେ ମହିଳା ମାନେ ସହଯୋଗ କରିବାକୁ କହିଥିଲେ।
ନିମାପଡାରୁ ଜୟନ୍ତ ସେଠୀ

Nimapada era BJD mahila prashikyana  talimi shib

Blog Archive

Popular Posts