>>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • >>
  • କଣାସ ଅଞ୍ଚଳରୁ ୩ମାସ ହେଲା ଝାଡାବାନ୍ତି ପିଛାଛାାଡୁନି; ଆଜି ୧୦ ଆକ୍ରାନ୍ତ
  • >>
  • ଅଗ୍ନିକାଣ୍ଡଘଟି ୨ବଖରା ଘର ଜଳିଗଲା
  • >>
  • ହରଷପଡା କେଶବ ହତ୍ୟାକାଣ୍ଡର ୨ଆସାମୀ ଗିରିଫ କୋର୍ଟଚାଲଣ
  • >>
  • ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ
  • >>
  • ଅଜଣା ଗାଡିଧକାରେ ଯୁବକ ମୃତ
  • >>
  • କୋଣାର୍କ ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି
  • >>
  • ଜଙ୍ଗଲ ନିକଟରେ ଚାଲିଥିଲା କରତ କଳ,ଲକ୍ଷାଧିକ ମୂଲ୍ୟର ଶାଗୁଆନ୍ କାଠ ଜବତ
  • >>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • ରାମହରି ଦାସ ଓଡ଼ିଶୀ ଗୁରୁକୁଳର ଅଷ୍ଟମ ବାର୍ଷିକୀ ଉତ୍ସବ ଉଦଘାଟିତ

    Ramhari Das inaugurates the eighth anniversary of the Odissi Gurukul.
     ସାକ୍ଷୀଗୋପାଳ ----କଳା ସଂସ୍କୃତିରେ ପରିପୂର୍ଣ୍ଣ ସତ୍ୟବାଦୀ ଅଞ୍ଚଳରେ ଗ୍ରାମୀଣ ପରିବେଶ ରେ ଅନୁଷ୍ଠିତ ରାମହରି ଦାସ ଓଡ଼ିଶୀ ଗୁରୁକୁଳର ପରିସର ରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଅଷ୍ଟମ ଗୁରୁକୁଳ ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ସନ୍ଧ୍ୟା ରେ  ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ର ପ୍ରତିଷ୍ଠାତା ଗୁରୁ ରାମହରି ଦାଶ,  ଓଡିଶି ସଙ୍ଗୀତ ଗାୟକ ପ୍ରଶାନ୍ତ ସାମଲ, ଆଇନଜୀବୀ ଶ୍ରୀ ଅଞ୍ଜନ କୁମାର ହୋତା, ସ୍ଥାନୀୟ ସରପଞ୍ଚ ଚିନ୍ମୟ କ୍ରିଷ୍ଣାବେଣୀ ଭଞ୍ଜ,  ମର୍ଦ୍ଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ, ଗୁରୁକୁଳର ଅଧ୍ୟକ୍ଷ ଧନେଶ୍ଵର ସ୍ବାଇଁ ଋ ପ୍ରଦୀପ ପ୍ରଜ୍ଜ୍ଵଳନ  କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । 
     ଉଦଘାଟନୀ ସଭାରେ ରାମହରି ଗୁରୁକୂଳ ଅନୁଷ୍ଠାନ ର ପ୍ରତିଷ୍ଠାତା ଗୁରୁ ରାମହରି ଦାଶ ସ୍ବାଗତ ଭାଷଣ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।  ସନ୍ଧ୍ୟାରେ ଗୁରୁକୁଳରେ ଶିକ୍ଷା ଲାଭ କରୁଥିବା   ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଓଡ଼ିଶୀ କଣ୍ଠ ସଙ୍ଗୀତ , ମର୍ଦଳ ଓ ନୃତ୍ୟ ସହିତ  ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।  ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମଙ୍ଗଳା ଚରଣ, ସରସ୍ଵତୀ ବନ୍ଦନା, ବସନ୍ତ ପଲ୍ଲବୀ, ଅଭିନୟ ରେ ନବଦୁର୍ଗା, ମୋକ୍ଷ ଓ ଲୋକନୃତ୍ୟ ଦର୍ଶକ ମାନଙ୍କ ର ଚିତ୍ତ କୁ ଆକର୍ଷିତ କରିଥିଲା। ଏହି ଉତ୍ସବ କୁ ପରିଚାଳନା କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ ଏବଂ ସଂଯୋଜନା କରିଥିଲେ ଗୁରୁକୁଳ ର ସମସ୍ତ ନ୍ୟାସୀ ଏବଂ ବରିଷ୍ଠ ଛାତ୍ରଛାତ୍ରୀ ମାନେ। ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁୁୁଷ୍ଠାନର ଅଧ୍ୟକ୍ଷ ଗୁରୁ ଧନେଶ୍ଵର ସ୍ଵାଇଁ ।
    ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୪/୨୦୨୨----୮,୧୫ Sakhigopal News,16/4/2022

    Blog Archive

    Popular Posts