Breaking News

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ରାଶନ ସାମଗ୍ରୀ ସହୟତା ପ୍ରଦାନ


Rehabilitation assistance provided by the Public Welfare Service Trust.
ବରଗଡ଼ -ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ । ବରଗଡ଼ର ଏକ ଅସହାୟ ପରିବାରର ଦୁଃଖକୁ ଦେଖି ଆଜି ଅନୁଷ୍ଠାନ ପକ୍ଷରୁ ତାଙ୍କ ଘରକୁ ଯାଇ ଗୋଟିଏ ମାସର ରାସନ ସାମଗ୍ରୀ ସହ ପନିପରିବା ପ୍ରଦାନ କରାଯାଇଛି। ଏସି ସମସ୍ତ ସାମଗ୍ରୀକୁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ମୁକୁନ୍ଦ ଦାଶ  ଆଜି ତାଙ୍କ ଘରେ ପହଞ୍ଚି ଅନୁଷ୍ଠାନ ର ସଦସ୍ୟ ଦୀପକ କୁମାର ମହାନ୍ତି  ସାମଗ୍ରୀ ଗୁଡିକ ପ୍ରଦାନ କରିଛନ୍ତି ‌ପ୍ରକାଶ ଥାଉକି ଏହି ପରିବାର ର ମୁଖ୍ୟ କୈାଣସି ଅପରାଧ ଘଟଣାରେ ଜେଲରେ ଦିନ କାଟୁଥିବା ବେଳେ ପରିବାର  ଭୋକ ଉପାସରେ ଦିନ କାଟୁଛନ୍ତି  । ତାଙ୍କର ଜଣେ ବୁଢି ମା ଓ ଦୁଇ ଜଣ ଶିଶୁ ପୁତ୍ର ଅଛନ୍ତି। ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ   ସମସ୍ତ ପ୍ରକାର ସହଯୋଗ   କରାଯିବ ବୋଲି ସଭାପତି ଶ୍ରୀ ମୁକୁନ୍ଦ ଦାଶ ଜଣାଇଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ,୧୪/୪/୨୦୨୨----୭,୫୫ Sakhigopal News,14/4/2022

Blog Archive

Popular Posts