ମେଡିକାଲ ପରିସରରୁ ମଟର ସାଇକେଲ ଚୋରୀ
Motorcycle theft from the medical field
ସାକ୍ଷୀଗୋପାଳ----ସାକ୍ଷୀଗୋପାଳ ମେଡିକାଲ ପରିସରରୁ ଜଣେ କର୍ମଚାରୀ ଅଜୟ କୁମାର ନାୟକଙ୍କ ମଟର ସାଇକେଲ ଚୋରୀ ହୋଇଯାଇଛି । ଯାହାକୁ ନେଇ ଏବେ ମେଡିକାଲରେ ବେଶ ଆଲେଚନାର ବିସୟ ହୋଇଛି । ମେଡିକାଲରେ ବିଭିନ୍ନ ସ୍ଥାନରେ ଜଗୁଆଳି ବା ସିକ୍ୟୁରିଟ ବନ୍ଦୋବସ୍ଥ ହୋଇଛି । ସିସି କ୍ୟାମେରା ରହିଥିବା ବେଳେ ମେଡିକାଲ ପରିସରରୁ କିପରି ମଟର ସାଇକେଲ ଚୋରି ହେଲା ତାହା ଏବେ ଆଲେଚନାର ବିସୟ ହୋଇଛି । ଏ ସମ୍ପର୍କରେ ଅଜୟ ମେଡିକାଲ ଅଧିକାରୀଙ୍କୁ ଜଣାଇବା ସହ ସତ୍ୟବାଦୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ଥାନା କେସନଂ-୧୦୯ରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ଦିଲିପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୪/୨୦୨୨---୫,୪୦
Sakhigopal News, 16/4/2022