Breaking News

ଲେଉଟିଲା କୋଭିଡ; ସତ୍ୟବାଦୀରେ ୪ ସଂକ୍ରମଣ

 Leutila Covid; 4 infections in truth

ସାକ୍ଷୀଗୋପାଳ-------ସତ୍ୟବାଦୀରେ କୋଭିଡ ଲେଉଟିଥିବା ଜଣାପଡିଛି । ୪ଜଣ ସଂକ୍ରମଣ ଥିବା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜଣାପଡିଛି । ସେମାନଙ୍କର ନମୁନା ସଂଗ୍ରହ କରାଯାଇ ଓମିକ୍ରନ ଟେଷ୍ଟ ପାଇଁ ପଠାଯାଇଛି । ଏବଂ ସେମାନଙ୍କୁ ହୋମ କରେଣ୍ଟାଇନିରେ ରହିବା ସହ ସମସ୍ତ ମେଡିସିନି ଦିଆଯାଇଥିବା ଜଣାପଡିଛି । ଗୁଜବ କଥାକୁ କେହି ବିଶ୍ୱାସ ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଗୁଜବ କରୁଥବା ବ୍ୟକ୍ତି ବିଶେଷ ଆଇନ ଅନୁଯା=ୟୀ ଦଣ୍ଡିତ ହେବେ ବୋଲି ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୦-----୯,୦୫ 

Sakhigopal News, 4/1/2022

Blog Archive

Popular Posts