ଧର୍ମ ପରାୟଣ ମହିଳାଙ୍କ ପରଲୋକ
ସାକ୍ଷୀଗୋପାଳ ---- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମର ପଣ୍ଡିତ ବଳରାମ ମିଶ୍ରଙ୍କର ଧର୍ମପତ୍ନୀ କ୍ଷେତ୍ରମଣି ମିଶ୍ରଙ୍କର ୮୦ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ଭିବେ ଜଣାଶୁଣା ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁଅ ରଘୁନାଥ , ବିଶ୍ବନାଥ ,କାସିନାଥ ମିଶ୍ର, ବୋହୁ, ନାତିନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ । ନାମ ସଂକୀର୍ତ୍ତନ କରାଯାଇ ଗ୍ରାମ ଶ୍ମଶାନରେ ଅନ୍ତିମ ଶକ୍ତାର କରାଯାଇଥିଲା। ବଡ଼ ପୁଅ ରଘୁନାଥ ମୁଖାଗ୍ନି ଦେଇଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୫/୨୦୨୫---୯,୨୫ Sakhigopal News,22/5/2025