Breaking News

ବୁଧବାର ଦିନ ଡେଲାଙ୍ଗରେ ବିଦ୍ୟୁତ ସେବା ବନ୍ଦ ରହିବ

Electricity services in Delang will be cut off on Wednesday

ଡେଲାଙ୍ଗ --- -ଡେଲାଙ୍ଗ ବିଦ୍ୟୁତ ବିଭାଗ ଶାଖା ପକ୍ଷରୁ ବୁଧବାର ୮ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ରହିବା ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗରେ ବିଦ୍ୟୁତ ବିଭାଗ ପକ୍ଷରୁ  ଏଭି ସୁଇଜ ଷ୍ଟକଚର କାର୍ଯ୍ୟ ମରାମତି କରାଯିବ । ଏଣୁ ସକାଳ ୯ଘଟିକାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି  ବିଭାଗୀୟ ଯନ୍ତ୍ରୀ ପ୍ରଦୀପ କୁମାର ସାବତଙ୍କ ଠାରୁ  ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୨---୮,୫୫    Sakhigopal News, 4/1/2022

Blog Archive

Popular Posts