ଦାସବିଦ୍ୟାଧରପୁର ଠାରେ ମହିଳା ସଶକ୍ତି କରଣ ଶିବିର
Women's Empowerment Camp at Dasavidyadharpur.
ସାକ୍ଷୀଗୋପାଳ ------ ନୀଳାଚଳ କୃଷକ ମହାସଂଘର ସହଯୋଗୀ ସଂଗଠନ ମହିଳା ବିକାଶ ସଂଗଠନ ଆନୁକୂଲ୍ୟରେ କେନ୍ଦ୍ରୀୟ ମହିଳା କୃଷି ସଂସ୍ଥାନ ନୂଆଦିଲ୍ଲୀ ଦ୍ୱାରା ମହିଳା ସଶକ୍ତି କରଣ କର୍ମଶାଳା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଦ୍ୟାଧରପୁର ବହୁମୁଖୀ ବାତ୍ୟା ଆଶୟସ୍ଥଳୀ ପରିସରରେ ଅନୁଷ୍ଠିତଶିବିରରେ ନୀଳାଚଳ କୃ+ଷକ ମହାସଂଘର ସଭାପତି ଗୋପିନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମହିଳା ମାନେ ସଂଘ ହୋଇ କୃଷି କ୍ଷେତ୍ରରେ କାର୍ଯ୍ୟକଲେ କୃଷିର ଉନ୍ନତି ହେବା ସହ ଦେଶର ଉନ୍ନତି ହେବ ବୋଲି ଶ୍ରୀ ମିଶ୍ର କହିଥିଲେ ।ମୁଖ୍ୟ ଅତିଥି= ଭାବେ କେନ୍ଦ୍ର୍ରିୟ= ମହିଳା କୃଷି ସଂସ୍ଥାନର ନିର୍ଦ୍ଦେଶକ ଡାଃ, ଅନି=ଲ କୁମାର ଯୋଗ ଦେଇଥିଲେ ୍ୱହିଳା ବିକାଶ ସଂଗଠନର ସମ୍ପାଦିକା ରାଜଲକ୍ଷ୍ମୀ ଛୋଟରାୟ ସଂଗଠନ ୯ବର୍ଷ ଧରି ମହିଳା ମାନଙ୍କୁ ସ=ହଯୋଗ ଓ ସାହାର୍ଯ୍ୟର ହାତ ବଡେଇ ଆସିଛିବୋଲି କହିବା ସହ ମହିଳା କୃଷି ଗୋଷ୍ଠୀ ମାନଙ୍କୁ ସହଯୋଗ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ପୁରୀ ଜିଲ୍ଲା ମହିଳା ଚାଷୀ ମାନଙ୍କର =ସାମଗ୍ରିକ ବିକାଶ କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀ କୁମାର କହିଥିଷଲ । ଅନ୍ୟ ମାନଙ୍କ ମଧ୍ୟରେ ଡାଃ ଅନନ୍ତ ସରକାର, ଡାଃ ତନୁଜା ଏସ, ଡାଃ ଦେବେନ୍ଦ୍ରନାଥ ଷଡଙ୍ଗୀ ନୀଳାଚଳ କୃଷକ ସଂଗଠନର ପରାମର୍ଶଦାତା ନିରଞ୍ଜନ ମହାପାତ୍ର, ସତ୍ୟବାଦୀ ବ୍ଳକ ସଭାପତି ଶୁଶାନ୍ତ ଶତପଥି, ସୁଦାମ ଚରଣ ନାୟକପ୍ରମୁଖ ଅତିଥି ଭାବେ େ=ଯାଗ ଦେଇଥିଲେ । ସଭାନେତ୍ରୀ ସୁଲେଚନା ପ୍ରଧାନ ଧନ୍ୟବାଦ ଦେଇଥିଲେ । ପରେ ପରେ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଷଠୀଘର ଓ ପ୍ରତିମୂର୍ତ୍ତି ଅତିଥି ମାନେ ଦର୍ଶନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୧---୧୦,୨୦
Sakhigopal News, 3/12/2021