ଦୀପାବଳୀ ଉତ୍ସବ ଅବସରରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ
A one-day football tournament on the occasion of Diwali
ବରଗଡ଼---ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ଦୀପାବଳି ଉତ୍ସବ ପାଳନ ଅବସରରେ ବୁଢିମା ଯୁବ ସଂସଦ ତରଫରୁ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆଠ ଟି ଦଳ ଅଂଶଗ୍ରହଣ କରିଥିଲେ ଓ ଫାଇନାଲ ଖେଳରେ ଜାଂଗେଡ ଏକାଦଶ ଓ ଆମ୍ବେଦକର ଏକାଦଶ ବରଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ଜାଂଗେଡ ଏକାଦଶ ୩/୦ ଗୋଲ ରେ ବିଜୟୀ ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଦୁର୍ଗା ପ୍ରସାଦ ଛୁରିଆ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରି ପୁରସ୍କୃତ କରିଥିଲେ ।ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶୁଶିଲ କୁମାର ଭୁଏ, ପୁର୍ବତନ ଫୁଟବଲ ଖେଳାଳି ଏକାଦଶୀଆ ହଟେଇ, ଯୁବ ନେତା ମୋହନ ଦୋରା ଯୋଗ ଦେଇଥିଲେ। ପରିଶେଷରେ ସଞ୍ଜୟ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ।

A one-day football tournament on the occasion of Diwali ।
ବରଗଡ଼ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୧୧/୨୦୨୧----୯,୫୦ Sakhigopal News,6/11/2021