Breaking News

ବିଦ୍ୟୁତ ତାର ଓ ସରଞ୍ଜାମ ଚୋରୀ ଥାନାରେ ଅଭିଯୋଗ

Complaints to the police about theft of electrical wires and equipment

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୁଣାସମେଶ୍ୱରପୁର ଠାରେ ଥିବା ଏକ ଟ୍ରାନ୍ସଫରମରରୁ କେହି ଦୁବୁର୍ତ୍ତ  ତାର ଓ ବିଦ୍ୟତ ସରଞ୍ଜାମ ଚୋରୀ କରି ନେଇଥିବା ନେଇ ବସନ୍ତ କୁମାର ରଥ  ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନାରେ ୪୫୫/ ୨୧ରେ ଏକ କେସରୁଜ ହୋଇଛି । ତଦନ୍ତ ଜାରି ରହିଥ୍‌ôବା ସତ୍ôୟାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧୧/୨୦୨୧-୬,୧୦

 Sakhigopal News, 29/11/2021

Blog Archive

Popular Posts