Breaking News

ରଘୁନାଥ ସମବାୟ ମହାବିଦ୍ୟାଳୟରେ ନୂତନ ଅଧ୍ଯକ୍ଷଙ୍କ ଦାୟିତ୍ୱ ଗ୍ରହଣ

Raghunath Cooperative College takes charge of the new principal,


ଓଡ଼ଗାଁ:- ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଅଧ୍ଯକ୍ଷ ଭାବେ ପ୍ରଧ୍ୟାପକ ମହମ୍ମଦ ଓମର ମଲ୍ଲିକ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଉକ୍ତ କଲେଜରେ ଅଶ୍ୱିନୀ ନାୟକ ଅଧ୍ଯକ୍ଷ ଭାବେ ଦାୟିତ୍ୱ ସମ୍ପାଦାନ କରୁଥିଲେ। କିନ୍ତୁ ଶ୍ରୀ ନାୟକଙ୍କ ବଦଳି ପରେ ଓଡ଼ଗାଁ କଲେଜ ରେ ପ୍ରଧ୍ୟାପକ ବିଶ୍ୱନାଥ ମହାରଣା ଅଧ୍ଯକ୍ଷ ଦାୟିତ୍ୱରେ ଥିଲେ। ସୋମବାର ଉଚ୍ଚଶିକ୍ଷା ବିଭାଗ ର ଅନୁମୋଦନ କ୍ରମେ ମହମ୍ମଦ ଓମର ମଲ୍ଲିକ ଅଧ୍ଯକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ କଲେଜ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
:- ୨୩/୧୧/୨୧----୮,୪୫ Sakhigopal News,23/11/2021

Blog Archive

Popular Posts