Breaking News

ଦେଶୀ ବନ୍ଧୁକ ସହ ଜଣେ ଗିରଫ

   One arrested with a firearm   ଭଞ୍ଜନଗର-ତାରସିଂ ଥାନା ଅନ୍ତର୍ଗତ ଡଙ୍ଗାଭୂଇଁ--ମଶାବାଡି ମଧ୍ୟ ରାସ୍ତାରେ ଜଣେ ବନ୍ଧୁକ ଧରି ଚାଲିଚାଲି ଯାଉଥିବା ବେଳେ ତାରସିଂ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ପୁଲିସ ଗିରଫ କରିବାରେ ସକ୍ଷମ ହେଇଥିଲେ । ଗିରଫ ଯୁବକ ହେଲେ ମୋହନ ପ୍ରଧାନ ଘର ଡଙ୍ଗାଭୂଇଁ ଗ୍ରାମର ବୋଲି ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ କହିଛନ୍ତି ।ଏହି ଘଟଣାକୁ ନେଇ ତାରସିଂ ଥାନା କେସନଂ ୩୦୯/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶଙ୍କ ଠାରୁ ସୁଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୧/୨୦୨୧ --- ୮,୦୦
Sakhigopal News,19/11/2021

Blog Archive

Popular Posts