Breaking News

ଆମର ଗାଁ ଆଞ୍ଚଳିକ ଲୋକ ସମ୍ପର୍କ ଅନୁଷ୍ଠାନ ତରଫରୁ କୁଇଜର ଫଳାଫଳ:

Quiz results from our village regional public relations institute:
ଭେଡେନ - ବରଗଡ ଜିଲ୍ଲାର ଭେଡେନ ବ୍ଳକ ପପଙ୍ଗା  (କଲୋନୀ) ଛକରେ ଅନୁଷ୍ଠାନ ର ସଭାପତି  ସତ୍ଯନାରାୟଣ  ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସଂପାଦକ ନାରାୟଣ ଭୋଇ  ତଥା ବ୍ରଜକିଶୋର  ପଣ୍ଡା ,ପ୍ରମୋଦ କର୍ଣ୍ଣ, ପବିତ୍ର ବେହେରା,ମନୋରଞ୍ଜନ ପଧାନ, ଭୂବନେଶ୍ୱର ଡାଙ୍ଗ,ଚିନ୍ତାମଣି ମହାଲିଙ୍ଗ ଙ୍କ ସହିତ ବହୁ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଆମର ଗାଁ କୁଇଜ ଭାଗ ୪୪ ର ଅତି କମରେ ୫ ଟି ପ୍ରଶ୍ନ ର ଠିକ ଉତ୍ତର ଦେଇ ସିରିଜ ବିଜେତା ଲାଗି ନମ୍ବର ରଖିଛନ୍ତି ସୁଷମା ମଞ୍ଜରୀ ଦାଶ,ଗୋପାଳ ଚନ୍ଦ୍ର ପଣ୍ଡା ,ରୋଜାଲିନ ତ୍ରିପାଠୀ,ଶୁଚିସ୍ମିତାପଣ୍ଡା ,ଅଜିତ କୁମାର ନାଥ,ରାଜକୁମାର ମହାକୁର, ଜ୍ଞାନେନ୍ଦ୍ରିଯ ଦାଶ,ସାହେବ ଚିର୍ଗୁନ, ଚିନ୍ତାମଣି ମହାଲିଙ୍ଗ ।ଲଗାତାର କୁଇଜ କାର୍ଯ୍ୟକ୍ରମ ରେ ଭାଗ ନେଇ ୫ଟି କୁଇଜ ନମ୍ବର ପାଇ ସିରିଜ ବିଜେତା ହୋଇଛନ୍ତି ଅଜିତ କୁମାର ନାଥ ।
ଆମର ଗାଁ କୁଇଜ ଭାଗ ୪୫ର ଅତିକମ ରେ 5ଟି ପ୍ରଶ୍ନ ର ଠିକ ଉତ୍ତର ଦେଇ ସିରିଜ ବିଜେତା ଲାଗି ନମ୍ବର ରଖିଛନ୍ତି ସୁଷମା ମଞ୍ଜରୀ ଦାଶ, ଗୋପାଳ ଚନ୍ଦ୍ର ପଣ୍ଡା,ରୋଜାଲିନ ତ୍ରିପାଠୀ,ଶୁଚୀସ୍ମିତା 
ପଣ୍ଡା,ରାଜକୁମାର ମହାକୁର, ଭବାନୀ ଦେହେରୀ ।ଲଗାତାର କୁଇଜ କାର୍ଯ୍ୟକ୍ରମ ରାଜକୁମାର ଭାଗ ନେଇ ୧୦ ଟି କୁଇଜ ନମ୍ବର ପାଇ ସୁପର ସିରିଜ ବିଜେତା ହୋଇଛନ୍ତି ରାଜକୁମାର ମହାକୁର ଓ ଭବାନୀ ଦେହେରୀ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୨୧/୨୦୨୧----୧୦,୧୫   Sakhigopal News,21/11/2021

Blog Archive

Popular Posts