Breaking News

ପୂର୍ବ ଶ୍ରୁତୁତାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ; ଜଣେ ଗିରଫ

Fighting between two families over previous rumors; One arrested

ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ପଞ୍ଚୁକେରା ଗ୍ରାମରେ ଦୁଇ ପରିବାର ମଧ୍ୟରେ ପୂର୍ବ ଶ୍ରତୁତାକୁ ନେଇ ମାରପିଟ ହୋଇଥିବା ସତ୍ୟବାଦୀ ଥାନାରେ ଦୁଇଟି ଅଭିଯୋଗ ହୋଇଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ଦୁର୍ଯ୍ୟୋଧନ ସାହୁ ଅଭିଯୋଗ କ୍ରମେ ୪୫୬/୨୧ରେ ଏକ କେସରୁଜ ହୋଇଥିବା ବେଳେ ବର୍ଷା ସାହୁଙ୍କ ଅଭିଯୋଗ କ୍ରମେ ୪୫୭/୨୧ରେ ଦୁର୍ଯ୍ୟୋଧନ ସାହୁ ଗିରଫ ହୋଇଥିବା ଜଣାପଡିଛି । ଦୁର୍ଯ୍ୟୋଧନଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କୁ ବହୁ ଶିଘ୍ର  ଗିରଫ କରାଯିବ ବୋଲି ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧୧/୨୦୨୧-୬,୧୦  

 Sakhigopal News, 29/11/2021

Blog Archive

Popular Posts