ରାଜ୍ୟ ସ୍ତରୀୟ ଥାଇବକ୍ସିଂରେ ପୁରୀ ଜିଲ୍ଲାରୁ ୧୯ ଛାତ୍ରଛାତ୍ରୀ ଯୋଗଦେବେ
Sixteen students from Puri district will take part in the state level boxing
ଡେଲାଙ୍ଗ ---- ରାଜ୍ୟ ସରକାର ବିଭିନ୍ନ ଖେଳ ପ୍ରତି ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଛନ୍ତି । ଯାହାକି ଗ୍ରାମ ମାନଙ୍କରେ ଲୁଚି ରହିଥିବା ବିଭିନ୍ନ ଦକ୍ଷତା ସମ୍ପନ୍ନ ଛାତ୍ରଛାତ୍ରୀ ମାନେ ଏବେ ସେମାନଙ୍କର ଦକ୍ଷତା ଦେଖାଇବା ପାଇଁ ସୁଯୋଗ ଆସିଛି । ଏହି ଅବସରରେ ପୁରୀ ଜିଲ୍ଲାରୁ ୧୯ ଜଣ ଛାତ୍ର ଛାତ୍ରୀ ଅନୁଗୋଳର ବଲଣ୍ଡାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଥାଇବକ୍ସିଂ ଚମ୍ପିୟାନସିପରେ ଭାଗ ନେବାକୁ ଯାଉଛନ୍ତି । କୋଚ ସରସ୍ୱତୀ ବେହେରା, ମ୍ୟାନେଜର ବିଶ୍ୱଜିତ ପରିଡା ଯାଇଥିବା ପୁରୀ ଜିଲ୍ଲାର ଥାଇବକ୍ସିଂ ସଂଗର ସମ୍ପାଦକ ତଥା ମହାତାବ ସ୍ପୋର୍ଟସ ଏକାଡେମୀର ଅଧ୍ୟକ୍ଷ ନଟବର ସେଠୀ ଜଣାଇଛନ୍ତି ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି, ୨୬/୧୧/୨୦୨୧----୮,୩୦
Sakhigopal News, 26/11/2021