ଭରସା ପରିବାର ତରଫରୁ ୧୬୧ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
The 141st voluntary blood donation camp on behalf of the Hope family
ଭେଡେନ - ଭରସା ପରିବାର ପକ୍ଷରୁ ୧୬୧ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବରଗଡ ଜିଲ୍ଲା ଭେଡେନ ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ଭରସା ପରିବାର ର ମୁଖ୍ୟ ସଂଯୋଜକ ବିନାୟକ ଦୁଆରୀ ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଭରସା ପରିବାରର ମୁଖ୍ଯ ଉପଦେଷ୍ଟା ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଓ ଭରସା ପରିବାର ମୁଖ୍ୟ ସଂଯୋଜକ ସ୍ୱାସ୍ଥ୍ୟ, ତିଥସମାଜସେବୀ ନିହାଲ ସିଂ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ମୋଟ ୯୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସମାଜସେବୀ ମାମିନା ଖାତୁନ ସମେତ ୮ ଜଣ ମହିଳା ରକ୍ତଦାନ କରିଥିଲେ । ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର ରକ୍ତ ଭଣ୍ଡାର ଅଧିକାରୀ ଡାଃ ସୌମ୍ୟାଶ୍ରୀ ପ୍ରଧାନଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ପଦ୍ମଶ୍ରୀ ଜିତେନ୍ଦ୍ର ହରପାଲ ଓ ସମ୍ମାନୀତ ଅତିଥି ନିହାଲ ସିଂ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୧୧/୨୦୨୧-----୯,୩୫ Sakhigopal News,19/11/2021