>>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • >>
  • ୟୁବି ହାଇସ୍କୁଲରେ ଏନ୍ ସିସି ପକ୍ଷରୁ ବନ ମହୋତ୍ସବ ପାଳିତ
  • >>
  • ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
  • >>
  • ବାହାଡାପଦର ନୋଡାଲ ହାଇସ୍କୁଲ ଓ ରୋଟାରୀ କ୍ଳବ ତରଫରୁ ବନମହୋତ୍ସବ
  • >>
  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ
  • >>
  • ସାକ୍ଷୀଗୋପାଳ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସ୍ବାଗତ
  • >>
  • ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ 'ରାତ୍ର ୮ ଟା ପର୍ଯ୍ୟନ୍ତ ଖୋଲା ;ଦଲାଲ ମାନଙ୍କ ଦ୍ୱାରା ପରିଚାଳିତ
  • >>
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶତାୟୁ ଆୟୁଷ ପାଇଁ ୫୬ ଜଣଙ୍କୁ ଛତା ବଣ୍ଟନ
  • >>
  • ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର କୁଳଗୃହ ପ୍ରତିଷ୍ଠା ଓ ସାଙ୍ଗଠନିକ ବୈଠକ
  • ପଞ୍ଚାୟତ ବାସୀଙ୍କ ମିଳିତ ଉଦ୍ୟମରେ ଗଠନ ହେଲା "ପଞ୍ଚାୟତ ବିକାଶ ମଞ୍ଚ"




    ଓଡ଼ଗାଁ:- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ପାଣ୍ଡେରିପଡା ପଞ୍ଚାୟତର ବୁଦ୍ଧିଜୀବୀ, ସମାଜସେବୀ ଓ ଲୋକମାନଙ୍କ ଉଦ୍ୟମରେ ଏକ ସାଂଗଠନିକ ସଭା ଆଯୋଜିତ ହୋଇଥିଲା । ସମସ୍ତଙ୍କ  ମତ ଅନୁଯାୟୀ  ଏକ ନୂତନ ସଂଗଠନ ଗଠନ କରିବା ପାଇଁ ନିଷ୍ପତ୍ତି ନେବା ସହ ଉକ୍ତ ସଂଗଠନର ନାମ "ପଞ୍ଚାୟତ ବିକାଶ ମଞ୍ଚ, ପାଣ୍ଡେରିପଡା" ରଖାଯାଇଛି । 
                 ସୃଚନା ଯୋଗ୍ୟ ଯେ ପଞ୍ଚାୟତ ରେ କିଛି ନା କିଛି ଅବ୍ଯବସ୍ଥା ରହିଛି । ଯେଉଁ ଅବ୍ୟବସ୍ଥା ଯୋଗୁଁ ପଞ୍ଚାୟତର  ଲୋକେ ନାନା ଅସୁବିଧା ର ସମ୍ମୁଖୀନ ହୁଅନ୍ତି । ଏ ସମ୍ପର୍କରେ ଜନପ୍ରତିନିଧିଙ୍କୁ କହିଲେ ମଧ୍ଯ ସେ ଆଡ଼ ଆଖିରେ ଚାହାନ୍ତିନି। ଏହାକୁ ନଜର କରି  ଏ କମିଟି ଗଠନ କରାଯାଇଛି ।  ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ ଓ ଅବହେଳିତ ହୋଇଥିବା ନୀରିହ ପଞ୍ଚାୟତ ବାସୀଙ୍କ ସହାୟତା ଯୋଗାଇ ଦେବା ସହ ବିଭିନ୍ନ ସଚେତନତା, ସରକାର ଙ୍କ ଜନହିତକର ଯୋଜନା ସଠିକ ହିତାଧିକାରୀ ଙ୍କ ପାଖରେ ପହଞ୍ଚାଇବା ସହ ଲାଞ୍ଚ କାରବାର ରୋକିବା ପାଇଁ ଏ ସଂଗଠନ ର ମୁଖ୍ୟ ଲକ୍ଷ୍ୟ ରଖାଯାଇଛି। 
             ଆଜିର ଏ ସଭା ରେ ସର୍ବସମ୍ମତି କ୍ରମେ, କମିଟି ର ସଭାପତି ରୂପେ- ଆଇନଜୀବୀ ବିଭୂତି ରାଉତ, ଉପ-ସଭାପତି- ଭରତ ପରିଡ଼ା, କାର୍ଯ୍ୟକାରୀ ସଭାପତି- ଜଗନ୍ନାଥ ପ୍ରଧାନ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ ପ୍ରଧାନ, ଧୋବା ସ୍ଵାଇଁ, ତତସହିତ ସଂପାଦକ ରୁପେ ରାଜକିଶୋର ନାୟକ ଏବଂ ଯୁଗ୍ମ ସଂପାଦକ ରୁପେ ଦିଲ୍ଲୀପ୍ କୁମାର ବିଶୋଇ ଙ୍କୁ ଚୟନ କରାଯାଇଛି। 

    ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
    - ୨୮/୧୧/୨୧----୬,୩୦   
    Sakhigopal News,28/11/2021

    Blog Archive

    Popular Posts