Breaking News

ଆନ୍ତର୍ଜାତୀୟ ଚମ୍ପିୟନସିପରେ ସତ୍ୟବାଦୀର ୧୭ ଜଣ ଛାତ୍ର ଛାତ୍ରୀ ଯୋଗ ଦେବେ

Sixteen students from Satyavadi will take part in the International Championships.

 


ସାକ୍ଷୀଗୋପାଳ----  ସାକ୍ଷୀଗୋପାଳ ସ୍ଥିତ ହାଁସ ଟାଇକୱାଣ୍ଡ ଏକାଡେମୀର ୧୭ଜଣ ଛାତ୍ର ଛାତ୍ରୀ ପ୍ରଥମ କରି ଗ୍ଳୋବାଲ ଟାଇକେୱାଣ୍ଡ ଭରଚ୍ଚୁଆଲ ଆନ୍ତର୍ଜାତୀୟ ଚମ୍ପିୟାନସିପରେ  ଭାଗ ନେବେ ବୋଲି କୋଚ  ଦୀପକ ପ୍ରଧାନ ଜଣାଇଛନ୍ତି । ଡିସେମ୍ବର  ୨୨ ତାରିଖରୁ ଆର୍‌ଭ ହୋଇ ୨୭ ତାରିଖରେ ଶେଷ ହେବ । ଏଥିରେ ସ୍ନେହାଶୀ ମହାନ୍ତି, ତାଂମାନ୍ନା ମିଶ୍ର , ଆୟୁଷ୍ମାନ  ମିଶ୍ର, ଆରଧ୍ୟ ମିଶ୍ର, ରୁଦ୍ର ନାୟକ, ସ୍ମୃତି ନାୟକ, ସୋମନାଥ ନାୟକ, ପ୍ରାଞ୍ଜଳ ରଥ, ଦେବବ୍ୟାସ ରଥ, ହିତ୍ତିକି ଦାସ, ଶୀ୍‌ଚନ ପ୍ରଧାନ, ଶୁଭମ ଲେଙ୍କା, ପ୍ରିନ୍ସ ମହାରଣା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଟାଇକେୱାଣ୍ଡ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

Sakhigopal News, 25/11/2021


Blog Archive

Popular Posts