ସାକ୍ଷୀଗୋପାଳ କାର୍ତ୍ତିକ କବିତା ଆସର
ସାକ୍ଷୀଗୋପାଳ, ---- ସାକ୍ଷୀଗେ।।ପାଳ ମନ୍ଦିର ନିକଟ ମିଲିଟାରୀ ଇଂରାଜୀ ବିଦ୍ୟାଳୟ ପରିସରରେ କବିତା ଆସର ସହିତ ସୁନନ୍ଦା ମହାନ୍ତିଙ୍କ ଦ୍ୱାରା ଲିଖିତ ମହୁଲ ଫୁଲର ମାଲ୍ୟାଣୀ ଗଳ୍ପ ପୁସ୍ତିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । କବିତା ଆସରରେ କବି ମାନସ ରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ କବି ତଥା ଶିକ୍ଷକ ସତ୍ୟବାଦୀ ଦାଶ, କବୟତ୍ରୀ ପୂର୍ଣ୍ଣବାସିନୀ ଦେବୀ, କବି ବିପିନି ଦଳେଇ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଯୋଗ ଦେଇ ସତ୍ୟବାଦୀରୁ ହିଁ ଓଡିଆ ଭାଷାର ପ୍ରସାର ପ୍ରଚାର କରାଯାଇଥିଲା ।ତାହ=ାକୁ ଆମେ ବଞ୍ଚାଇ ରଖିବାକୁ ହେଲେ ଆମ ସଂସ୍କୃତି ଆମ ପରମ୍ବରା ସହିତ ଆମ ଭାଷାକୁ ବଞ୍ଚାଇ ରଖବାକୁ ହେଲେ କବିତା ଆସର ମୁଖ୍ୟ ବୋଲି ଅ=ତିଥି ମାନେ କହିଥିଲେ । ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ଜଣ କବି, କବୟତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ପାଲା ଗାୟକ ବିଜୟ କୁମାର ପଟ୍ଟନାୟକ କବିତା ଆସରକୁ ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧୮/୧୧/୨୦୨୧---୮,୧୫
Sakhigopal News, 18/11/2021