ବିଦ୍ୟୁତ ଆଘାତରେ ଯୁବକ ର ମୃତ୍ୟୁ
Young man dies of electric shock
ଭଞ୍ଜନଗର-- ନିଜ ଘରେ ବିଦ୍ୟୁତ୍ ସଜାଡୁଥିବା ବେଳେ , ଅସାବଧାନତା ବଶତଃ ବିଦ୍ୟୁତ ଆଘାତ ପାଇ ଯୁବକ ର ମୃତ୍ୟୁ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗାଁ ର ପ୍ରଶାନ୍ତ ନାୟକ ବୋଲି ଜଣାପଡିଛି । ପ୍ରଶାନ୍ତ ନିଜ ଘରେ ବିଦ୍ୟୁତ୍ ସଜାଡୁଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଇଛି । ତାଙ୍କୁ ଉଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ତାରାସିଂ ଥାନା ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି ତଦନ୍ତ ଜାରି ରଖିଛନ୍ତି। ଗୁରୁବାର ସକାଳେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୧/୨୦୨୧---୧୦,୨୦

Sakhigopal News,17/11/2021