ଧଉରା ଗଛ କାଟି ଆଣୁଥିବା ବେଳେ ଜଣଙ୍କୁ ଗିରଫ କଲା ବନବିଭାଗ
The Forest Service arrested a man while cutting down a tree
ଭଞ୍ଜନଗର-- ଉତ୍ତର ଘୁମୁସର ବନଖଣ୍ଡ ଅଧିନ କେନ୍ଦ୍ରିୟ ବନାଞ୍ଚଳରେ ଥିବା କାଳିଆମ୍ବା ସେକସନ ହସନାପଲ୍ଲୀ ଗ୍ରାମର ଚିତ୍ରସେନ ନାଇକ ନିକଟସ୍ଥ କାଳିଆମ୍ବା ସଂରକ୍ଷିତ ଜଙ୍ଗଲରୁ ଧଉରା ଗଛ କାଟି ସେହି କାଠକୁ ସାଇକେଲ ବେଝୋଇ କରି ନେଉଥିଲେ । ବନାଞ୍ଚଳ ଅଧିକାରୀ କୁମର ବେହେରା କୈଣସି ସୁତ୍ରରୁ ଖବର ପାଇ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ କାଳିଆମ୍ବା ସେକସନର ବନପାଳ ଶରତ କୁମାର ମହାନ୍ତି ବନରକ୍ଷୀ ରଶ୍ମିତା ସେଠୀ ସମେତ ସ୍ବାର୍ଡ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଜି ଧଉରା ବଲା କାଠ ବେଝାେଇ କରି ନେଉଥିବା ଚିତ୍ରସେନକୁ ଗିରଫ କରିବା ସହ ୬ଖଣ୍ଡ ଧଉରା କାଠ ବଲା ସହ ସାଇକେଲ ଜବତ କରିବାରେ ସଫଳ ହୋଇଛନ୍ତି । କେନ୍ଦ୍ରିୟ ବନାଞ୍ଚଳ କାଯ୍ୟଳୟକୁ ଅଣାଯାଇ ଅଧିକ ତଦନ୍ତ କରିବା ସହ ୨୯୮/୨୧ ରେ ମାମଲା ରୁଜୁ କରି କୋର୍ଟ ଚାଳଣା କରାଯାଇଥିବା କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ଠାରୁ ସୁଚନା ମିଳିଛି ।

ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧୧/୨୦୨୧
Sakhigopal News,24/11/2021