ୟୁ ବି ହାଇ ସ୍କୁଲରେ ପର୍ଯ୍ୟଟନ ଓ ଅଭ୍ୟର୍ଥନା ବିଭାଗ ଉଦଘାଟିତ
The Department of Tourism and Recreation has been inaugurated at UB High School
ଭଞ୍ଜନଗର- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ TH Lab ( ପର୍ଯ୍ୟଟନ ଓ ଅଭ୍ୟର୍ଥନା) ବିଭାଗ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପ୍ରଧାନ ଉଦଘାଟ କରିଥିଲେ । ଅଧୁନା ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଟି.ଏଚ୍. କୋଡିନେଟର୍ ବିକାଶ ବିଶ୍ବାଳ ଏବଂ ୟୁ ବି ହାଇ ସ୍କୁଲର TH ଭୋକେସନାଲ ଟ୍ରେନର ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ଶିକ୍ଷକ କେଦାର ନାଥ ସେଠୀ, ଶ୍ୟାମା ପ୍ରସାଦ ମିଶ୍ର, ପ୍ରଶାନ୍ତ କୁମାର ପ୍ରଧାନ, ଶଙ୍କର ପ୍ରସାଦ ପଟ୍ଟନାୟକ, ଅମିତ୍ କୁମାର ବେହେରା, ବିଳାସିନୀ ଜେନା, ସସ୍ମିତା ନାୟକ,ସପନେଶ୍ବରୀ ଦିଗାଲ, ମିନତି ବିଷୋୟୀ ଏବଂ TH ଛାତ୍ର ଛାତ୍ରୀ କୋଭିଡ-19 ନିୟମାବଳୀ ପାଳନ କରି ଏହିକାର୍ଯ୍ୟକ୍ରମକୁ ସୁଚାରରୂପେ ପରିଚାଳନା କରିଥିଲେ ।

ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୧/୨୦୨୧----- ୪,୫୦ Sakhigopal News,25/11/2021