ଵିଶ୍ଵ ପରିବେଶ ଦିବସ ପାଳିତ
ବ୍ରହ୍ମପୁର---- ଵିଶ୍ଵ ପରିଵେଶ ଦିବସ ଅବସରରେ କୁକୁଡାଖଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମର ମହାଦେବ ମନ୍ଦିର ନିକଟରେ ସ୍ଥାନୀୟ ସରପଞ୍ଚ ଅଦଲ ଚେନେୟା ଙ୍କ ଦ୍ଵାରା ଵହୁ ଔଷଧିୟ ବୃକ୍ଷ ରୋପଣ କରାଯାଇଛି । ଯାହାକି ଲୋକମାନେ ସଚେତନତା ହେବା ସହ ନିଜ ନିଜ ବାରି ବଗିଚାରେ ବୃକ୍ଷ ରୋପଣ କରିବେ । ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ, ୫/୬/୨୦୨୧----୧,୪୫
Sakhigopal News,5/6/2021