Breaking News

ସତ୍ୟବାଦୀରେ ୯ ଜଣ କରୋନା ପଜେଟିଭି ଚିହ୍ନଟ

 ସାକ୍ଷୀଗୋପାଳ ----ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ଶହ  ଜଣ କୋଭିଡ ଟେଷ୍ଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ପଜେଟିଭି ବାହାରିଥିବା ଜଣାପଡିଛି ।  ହୋମ କରେଣ୍ଟାଇନିରେ ରହିବା ପାଇଁ  ସାକ୍ଷୀଗୋପାଳ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ର ପରାମର୍ଶ ଦେବା ସହ ସରକାରଙ୍କ ପକ୍ଷରୁ ସମସ୍ତ  ମେଡିସିନ ଯୋଗାଇ ଦିଆଯାଇଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୬/୨୦୨୧, ୭,୫୦  Sakhigopal News, 28/6/2021

Blog Archive

Popular Posts