Breaking News

ଯୁବ ସାମ୍ବାଦିକ ଦୀପକ ମିଶ୍ର ଗୁରୁତର=


 ଡେଲାଙ୍ଗ ---- ଡେଲାଙ୍ଗ ଓ କଣାସ ବ୍ଲକର କାର୍ଯ୍ୟରତ ଯୁବ ସାମ୍ବାଦିକ ଦୀପକ କୁମାର ମିଶ୍ର (ବାପି)ରବିବାର ସଂଧ୍ୟ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ପକ୍ଷରୁୁ ତାଙ୍କୁ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିତ୍କିସା ପାଇଁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ  ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରିଥିଲେ । ସେ ଏବେ ଭୁବନେଶ୍ୱର ସମ ହସ୍ପିଟାଲରେରେ ଚିକିତ୍ସା ହେଉଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ରୁ ଆଇସିୟୁରେ ଭର୍ତ୍ତି ହୋଇଥିବା ପରିବାର ପକ୍ଷରୁ ସୁଚନା ମିଳିଛି । ଡେଲାଙ୍ଗ ପ୍ରେସ୍ କ୍ଲବ ତରଫରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ।

 ଡେଲାଙ୍ଗରୁ ଧରେନ୍ଦ୍ର ସେନାପତି, ୨୧/୬/୨୦୨୧---୯,୩୦ Sakhigopal News,21/6/2021

Blog Archive

Popular Posts