ଡେଲାଙ୍ଗରେ ୮ ଜଣ କରୋନା ପଜେଟିଭ ଚିହ୍ନଟ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକରେ ଆଜି ୮ଜଣ କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫୦ ଜଣରେ ପହଞ୍ଚିଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ସେଥିମଧ୍ୟରୁ ୪୯୫ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ୫୫ଜଣ ହୋମକ୍ୱାରାଣ୍ଟାଇନି ରହି ଚିକିତ୍ସା ହେଉଥିବା ଜଣାପଡିଛି ।ପ୍ରାୟ ୧ଶହ ଜଣ ପଜେଟିଭ ଚିହ୍ନଟକାରୀ ବାହାରେ ରହି ବିଭିନ୍ନ ମେଡିକାଲ ଚିକିତ୍ସା ହେଉଥିବା ନେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୬/୨୦୨୧---୮,୩୦ , Sakhigopal News, 20/6/2021