Breaking News

ଡେଲାଙ୍ଗ ଯୁବ କଂଗ୍ରେସ ପକ୍ଷରୁ ଅସୁସ୍ଥ ସାମ୍ବାଦିକଙ୍କୁ ସହାୟତା ପ୍ରଦାନ


 ଡେଲାଙ୍ଗ ---- ଡେଲାଙ୍ଗ ଓ କଣାସ ବ୍ଳକର ଯୁବ ସାମ୍ବାଦିକ  ଦୀପକ କୁମାର ମିଶ୍ର ବ୍ରେନ ଷ୍ଟୋକରେ ଗୁରୁତର ହୋଇ ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଏହି ଖବର ପାଇ ଡେଲାଙ୍ଗ ବ୍ଳକର ଯୁବ କଂଗ୍ରେସ ନେତା ବିଶ୍ୱରଞ୍ଜନ ବଳବନ୍ତରାୟ, ଜୟମନ୍ୟୁ ସମାନ୍ତରାୟ, ରାଜେନ୍ଦ୍ର ପଟ୍ଟନାୟକ, ସତ୍ୟାନନ୍ଦ ପ୍ରଧାନଙ୍କ ସହିତ ଛାତ୍ର କଂଗ୍ରେସ ସଦସ୍ୟ ସୌମ୍ୟ ରଞ୍ଜନ ବରାଳ ପ୍ରମୁଖ ସାମ୍ବାଦିକ ଦୀପକଙ୍କ ପରିବାରଙ୍କ ପାଖରେ ପହଞ୍ଚି ୫ ହଜାର ଟଙ୍କା ଆର୍ଥିକ ସହାୟତା ଦୀପକଙ୍କ ବାପା ବିଜୟ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି । ଏହା ସହିତ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଦୀପକ ଶିଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସିବା ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୬/୨୦୨୧--୪,୩୦, Sakhigopal News, 27/6/2021

Blog Archive

Popular Posts