Breaking News

ସାମ୍ବାଦିକ ପାଇବେ ପ୍ରକୃତି ବନ୍ଧୁ ପୁରସ୍କାର


 
ଭୁବନେଶ୍ୱର----- ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ 2020/21ବର୍ଷ ଲାଗି ଯୋଗ୍ୟ ବିବେଚିତ ବ୍ୟକ୍ତି ବିଶେଷଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି! ପ୍ରକାଶିତ ନାମ ତାଲିକାରେ ସମ୍ବାଦ ର ବାଲିଅନ୍ତା ଏବଂ ଧଉଳି ର ପ୍ରତିନିଧି ନିରଞ୍ଜନ ସେନାପତି ଙ୍କ ନାମ ସ୍ଥାନ ପାଇଛି! ତେବେ ବୃକ୍ଷ ରୋପଣ ପରିବେଶ ସୁରକ୍ଷା ଉଜୁଡା ଜଙ୍ଗଲ ର ପୁନଃରୁଦ୍ଧାର ରକ୍ଷଣା ବେକ୍ଷଣା ବନ୍ୟ ପ୍ରାଣୀଙ୍କ ନିରାପତ୍ତା ଏବଂ ଅନ୍ୟାନ ଜନ ସଚେତନତା କାର୍ଯ୍ୟକ୍ରମ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରିବା ପାଇଁ ସ୍ଥିର ହୋଇଥିବ ସୂଚନା ମିଳିଛି । ଆସନ୍ତା ମାସରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଶ୍ରୀ ନିରଞ୍ଜନ ସେନାପତିଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯିବା । ଧୀରେନ୍ଦ୍ର ସେନାପତି, ୧୮/୬/୨୦୨୧---୧୦,୦୦ Sakhigopal News,18/6/2021

Blog Archive

Popular Posts