ସତ୍ୟବାଦୀରେ ସଂକ୍ରମଣଙ୍କ ସଂଖ୍ୟା କମିଲା
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪୭ ଜଣ କୋଭିଡ ଟେଷ୍ଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ପଜେଟିଭି ବାହାରିଥିବା ଜଣାପଡିଛି । ଏମାନଙ୍କୁ ହୋମ କରେଣ୍ଟାଇନିରେ ରହିବା ପାଇଁ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ର ପରାମର୍ଶ ଦେଉଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ ଠିକ ସମୟରେ ଖାଇବାକୁ ରୋଗୀ ମାନଙ୍କୁ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୬/୨୦୨୧----୯,୨୦
Sakhigopal News, 17/6/2021