Breaking News

୧୦୪୨ ଜଣଙ୍କୁ ଟୀକା ପ୍ରଦାନ

ଭୈଡେନ---- ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଜି ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭେଡେନ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରେମଣ୍ଡା, ଚିଚିଂଡା, ରେଶମ ଓ ଗଣ୍ଡତୁରୁମ ଠାରେ ୧୦୪୨ ଜଣ କୁଂ କରୋନା ଟୀକାକରଣ କରାଯାଇଛି ।ସେଥି ମଧ୍ୟରୁ ୧୮ ବର୍ଷ ବୟସ ଉର୍ଦ୍ଧ ୯୪୨ ଜଣ, ୪୫ ବର୍ଷ ବୟସ ରୁ ଉର୍ଦ୍ଧ ଓ ଦ୍ଵିତୀୟ ପର୍ଯ୍ୟାୟରେ ଟୀକାକରଣ ୧୧୦ କରାଯାଇଛି। ଆଗାମୀ କାଲି ସ୍ଲଟ ବୁକିଂ, ଅଫ ଲାଇନ ରେ ୧୦୦୦ ହଜାର କରୋନା ଟୀକା ପ୍ରଦାନ କରାଯିବ ବୋଲି ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୁଚନା ମିଳିଛି । ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ, ୨୩/୬/୨୦୨୧। --୯,୨୦
Sakhigopal News,23/6/2021

Blog Archive

Popular Posts