Breaking News

୧୮ରୁ ୪୪, ଲୋଡ଼ା ନାହିଁ ଆଗୁଆ ପଞ୍ଜୀକରଣ



  ଭୁବନେଶ୍ୱର-----କରୋନା ଟିକା ନେବା ଲାଗି ନାମ ପଞ୍ଜୀକରଣ ଓ ସ୍ଲଟ ବୁକିଂ ଜନିତ ନିୟମକୁ କେନ୍ଦ୍ର ସରକାର କୋହଳ କରିଛନ୍ତି। କୋହଳତା ଅନୁଯାୟୀ ୧୮ରୁ ୪୪ବର୍ଷର ନାଗରିକ ଟିକା ଦାନ କେନ୍ଦ୍ରକୁ ଯାଇ ସେଠାରେ କୋ-ୱିନ ଆପ୍‌ରେ ନିଜର ନାମ ପଞ୍ଜୀକରଣ କରି ଟିକା ନେଇପାରିବେ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହାର ମାର୍ଗଦର୍ଶିକାରେ ସଂଶୋଧନ କରିଛନ୍ତି। ୧୮-୪୪ବର୍ଷର ନାଗରିକଙ୍କ ଟିକାକରଣ କ୍ଷେତ୍ରରେ ଆଗୁଆ ନାମ ପଞ୍ଜୀକରଣ ଓ ଟିକା ନେବା ଲାଗି ସ୍ଲଟ ବୁକିଂକୁ ବାଧ୍ୟତାମୂଳକ କରାଯାଇଥିଲା । ଧୀରେନ୍ଦ୍ର ସେନାପତି , 
Sakhigopal News17/6/2021

Blog Archive

Popular Posts