Breaking News

ଯୁବ ସାମ୍ବାଦିକ ଦୀପଙ୍କର ଅକାଳ ବିୟୋଗରେ ଡେଲାଙ୍ଗ ସ୍ତବ୍ଧ


ଡେଲାଙ୍ଗ---- ଡେଲାଙ୍ଗ ବ୍ଲକ୍ ର ଯୁବ ସାମ୍ବାଦିକ ଦୀପକ ମିଶ୍ରଙ୍କ ବ୍ରେନ୍ ଷ୍ଟୋକରେ ଗୁରୁତର ହୋଇ ଭୁବନେଶ୍ୱର ସମ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଡେଲାଙ୍ଗ ରେ ପ୍ରଚାର ହେବା ପରେ ଶୋକରେ ଛାୟା ଖେଳିଯାଇଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୨୭/୬/୨୦୨୧---୫,୧୦ 
Sakhigopal News,27/6/2021

Blog Archive

Popular Posts