Breaking News

କୋଭିଡ ଗାଇଡି ଲାଇନି ଅନୁଯାୟୀ ବିପର୍ଯ୍ୟୟ ପରିଚାଳନା ଆଲେଚନା


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ପରିସରରେ ବିଜୁ ପଟ୍ଟନାୟକ ସମ୍ମଳନୀ କକ୍ଷରେ କୋଭିଡ ଗାଇଡି ଲାଇନି ଅନୁଯାୟୀ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ ଆଲେଚନା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ଦୀଲିପ କୁମାର ଷଡଙ୍ଗୀ ଆଲେଚନା ଶିବିରରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ବାତ୍ୟା, ବର୍ଷା ଓ ବନ୍ୟା ସମୟରେ ଲୋକମାନଙ୍କୁ କିପରି ସାହାର୍ଯ୍ୟ ସହଯୋଗ କରାଯାଇ ପାରିବ ସେ ସମ୍ପର୍କରେ ଆଲେଚନା କରାଯାଇଥିଲା । ଏହି ଆଲେଚନାରେ ଏବିଡିଓ ପ୍ରଦୀପ୍ତ ନାୟକ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାଶ, ଅଗ୍ନିଶମ, ପଶୁ, ମତ୍ସ୍ୟ ଓ ବିଭିନ୍ନ ସ୍ୱେଚ୍ଚାସେବୀ ମାନେ ଆଲେଚନାରେ ଯୋଗ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୧୯/୬/୨୦୨୧--୮,୧୫,  Sakhigopal News, 19/6/2021

Blog Archive

Popular Posts