ଶତାୟୁ ବୃଦ୍ଧଙ୍କ ପରଲୋକ
ଜଟଣୀ---- ଜଟଣୀ ନିକଟସ୍ଥ ଜୋରକଣୀ ଗ୍ରାମର ଜଣେ ଶତାୟୁ ବୃଦ୍ଧବ୍ୟକ୍ତିଙ୍କ ପରଲୋକ ଘଟିଛି । ପୁରୁଖା ବୟଜ୍ୟେଷ୍ଠ ବ୍ୟକ୍ତିଭାବେ ଜଣାଶୁଣା ଥିଲେ । ଜୋରକଣୀ ଗ୍ରାମର ଗୋବିନ୍ଦ ବାରିକ(୧୦୧) ବୟସରେ ତାଙ୍କ ଗ୍ରାମ୍ୟ ବାସଭବନରେ ପରଲୋକ ହୋଇଯାଇଛି । ଗୋବିନ୍ଦ ଗ୍ରାମ୍ୟ ମହାବୀର ମନ୍ଦିରର ପୁରାତନ ପୂଜକ ଓ ପ୍ରତିଷ୍ଠାତାଥିବା ବେଳେ କଟକ ଚାରିବାଟିଆ ସ୍ଥିତ ୧୨୦ ବାଟାଲିୟନ କ୍ୟାଟିଂନଷ୍ଟାଫ ଭାବେ କାର୍ଯ୍ୟ କରି ପ୍ରଶସାଂର ପାତ୍ର ହୋଇଥିଲେ । ସେହିପରି ଗ୍ରାମର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ, ପୁତ୍ରବଧୁ, ନାତି, ନାତୁଣିଙ୍କସହିତ ବିଭିନ୍ନ ପରିବାରର ଲୋକମାନେ ଉପସ୍ଥିତ ରହିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରା, ୫/୬/୨୦୨୧----୯,୫୦
Sakhigopal News, 5/6/2021