ବାଲି ଟ୍ରାକ୍ଟଟର ଜବତ
ସାକ୍ଷୀଗୋପାଳ------- ପୁରୀ ଜିଲ୍ଲା ପାଳଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ତତ୍ୱବଧାନରେ ଏକ ଟିମ ଗଠନ କରାଯାଇ ଚୋରା ବାଲି ଧରପଗଡ ଚାଲିଛି । ଆଜି ଲକଡାଉନ ସମୟରେ ଏକ ଚୋରା ବାଲି ଟ୍ରାକ୍ଟଟରକୁ ସତ୍ୟବାଦୀ ପୋଲିସ ଧରିଛନ୍ତି । ପୋଲିସ ଗାଡି ଦେଖି ଟ୍ରାକ୍ଟଟର ଗାଡି ଚାଳକ ଗାଡି ଛାଡି ପଳାଇ ଯାଇଥିଲା । ପୋଲିସ ବାଧ୍ୟ ହୋଇ ବାଲି ଲଦା ହୋଇଥିବା ଟ୍ରାକ୍ଟଟରକୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି,୧୯/୬/୨୦୨୧--୮,୩୦ Sakhigopal News, 19/6/2021