ଭାରତୀୟ ଆଜାଦ ମଞ୍ଚପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ ଓ ଗ୍ରାମ ସାନିିଟାଇଜର
ସାକ୍ଷୀଗୋପାଳ----ଭାରତୀୟ ଆଜାଦ ମଞ୍ଚ ଅନୁଷ୍ଠାନ ପକ୍ଷରୁ ସତ୍ୟବାଦୀ ବ୍ଳକର ବାମଦେଇପୁର ଦଳିତବସ୍ତ, ିକଦଳୀପଡା, ପାଣିଭଣ୍ଡାର ଗ୍ରାମକୁ ସାନିଟାଇଜର କରିବା ସହ ଗ୍ରାମର କିଛି ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ରାଜ୍ୟ ସଚ୍ଚିବ ରାଜ କିଶୋର ବେହେରାଙ୍କ ତତ୍ୱଧନାରେ ସଞ୍ଜୟ ରାଉତ, ସନ୍ତୋଷ ବେହେରା, ବିପିନି ବେହେରା, ରାଜ କିଶୋର ସାହୁ, ରୁମାନି ଭୋଇ, ଦେବା ବେହେରା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୬/୨୦୨୧---୭,୪୫ ,
Sakhigopal News, 27/6/2021