Breaking News

ନାଗ ସାପ ଉଦ୍ଧାର

 ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରୁ ନାଗ ସାପ ଉଦ୍ଧାର କରାଯାଇଛି । ସୁଆଣ୍ଡୋ ଗ୍ରାମର ଲକ୍ଷ୍ମଣ ଦାଶଙ୍କ ବାଡିପଟେ ସାପ ଦେଖି ଲୋକମାନେ ହେ ହଲ୍ଲା କରିବାରୁ  ସାପଟି ଭୟରେ  ଏକ ଅଳିଗା ଗଦା ମଧ୍ୟକୁ ଚାଲିଯାଇଥିଲା  । ବଳପୁର ଗ୍ରାମର  ସାପ ଧରାଳି ରାମଚନ୍ଦ୍ର ମହାପାତ୍ର ଖବର ପାଇ ସାପଟିକୁ ଅଳିଗା ଗଦାରୁ ଧରିଥିଲେ  । ଚାରିଫୁଟ ଲମ୍ବା ଓ ଅଣ୍ଡିରା ସାପ ବୋଲି ସେ କହନ୍ତି । ପାଖ ପଟ୍ଟନାୟକିଆ ଜଙ୍ଗଲରେ ଛାଡିବେ ବୋଲି ରାମଚନ୍ଦ୍ର କହିଥିଲେ  ।
 ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି

Blog Archive

Popular Posts