Breaking News

ଦୋଳ ଓ ହୋଲି ପାଇଁ ସାକ୍ଷୀଗୋପାଳ ନିଉଜ ପକ୍ଷରୁ ଅଭିନନ୍ଦନ

 ଦୋଳ ଓ ହୋଲି ପର୍ବ ପାଇଁ  ସାକ୍ଷୀଗୋପାଳ ନିଉଜ ପରିବାର ପକ୍ଷରୁ ସମସ୍ତ ପାଠକ, ପାଠିକା, ଶୁଭେଛୁ ଓ ଖବରଦାତା ମାନଙ୍କୁ ଅଭିନନ୍ଦନ ଜଣାଉଛୁ । ଆସନ୍ତୁ ରାଗରୋଷ ଅଭିମାନକୁ ଛାଡି ହୋଲିରଙ୍ଗରେ ନିଜର ହୃଦୟକୁ ରଙ୍ଗିତ କରନ୍ତୁ  ।   ଆପଣ ମାନେ ଯଦି ସାକ୍ଷୀଗୋପାଳ ନିଉଜକୁ ଭଲ ପାଉଥାନ୍ତି ତା ହେଲେ ଆପଣଙ୍କ ଅଞ୍ଚଳରେ ଘଟୁଥିବା ଛୋଟ ବଡ ଘଟଣାକୁ ନିଜ ମୋବାଇଲିରେ ଲୋଡ କରି ସାକ୍ଷୀଗୋପାଳ ନିଉଜକୁ ପଠାନ୍ତୁ  ।
ସାକ୍ଷୀଗୋପାଳ ନିଉଜ ପରିବାର ପକ୍ଷରୁ  ଧୀରେନ୍ଦ୍ର ସେନାପତି-------୯୭୭୮୦୫୦୮୯୫

Blog Archive

Popular Posts