Breaking News

ବାଇକ୍ ଆରୋହୀଙ୍କ ଉପରେ ଚଡିଗଲା ଟ୍ରାକ୍ଟର

ରାଇରଙ୍ଗପୁର----ତିରିଂ ଥାନା ନୁଆଗାଁ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଦୁଇ ମଟର ସାଇକେଲ ଆରୋହୀଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା  । ଏଥିରେ ଝାଡଖଣ୍ଡ ରାଜ୍ୟର ଯାଦୁ ଗୋଡାର ସିଂହ ରାସ୍ତା ଉପରକୁ ଛିଟିକି ପଡିଯାଇଥିଲେ  । ସେହି ସମୟରେ ଆସୁଥିବା ଏକ ଟ୍ରାକ୍ଟର ତାଙ୍କ ଉପରେ ଚଡିଯାଇଥିଲା  । ଯାହାଫଳରେକି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା  । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡି ଗୁଡିକ ଜବତ କରିବା ସହ ଶବ ବ୍ୟବଛେଦ ନିମନ୍ତେ ପଠାଇଥିବା ଜଣାପଡିଛି ।
ବରଗଡରୁ ନବୀନ ଦାଶ

Blog Archive

Popular Posts