ସାମ୍ବାଦିକଙ୍କ ଉପରେ ଆକ୍ରମଣ; ପ୍ରଶାସନ ନୀରବ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର କାକଟପୁର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଅସ୍ତରଙ୍ଗ ଅଞ୍ଚଳରେ ନିର୍ବାଚନ ସମ୍ପର୍କେ ଜୀ ଓଡିଶାର ସାମ୍ବାଦିକ ଚନ୍ଦନ ପାଇକରାୟ ନିଉଜ ଖବର ସଂଗ୍ରହ କରୁଥିବା ସମୟରେ ଆକ୍ରମଣର ଶୀକାର ହୋଇଛନ୍ତି । ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ସମର୍ଥକ ମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ଶ୍ରୀ ପାଇକରାୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗରିଫ କରିବା ପାଇଁ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଦାବୀ କରାଯାଇଛି ।
ଧୀରେନ୍ଦ୍ର ସେନାପତି
ଧୀରେନ୍ଦ୍ର ସେନାପତି