Breaking News

ନାଗ ସାପ ଉଦ୍ଦାର

 ଡେଲାଙ୍ଗ ----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଜଗଦଳପୁର ଗ୍ରାମର ଦୁଷନ୍ତ ବଳବନ୍ତରାୟଙ୍କ ଘରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି । ଶ୍ରୀ ବଳବନ୍ତରାୟଙ୍କ ଘର କାମ ଚାଲିଥିବା ବେଳେ ଗଦା ହୋଇଥବା ପଟା, ବାଉଁଶ ମଧ୍ୟରେ ଉକ୍ତ ନାଗ ସାପଟି ରହିଥିଲା  । ବେରବୋଇ ସ୍ଥିତ ଉଦୟପୁର ଗ୍ରାମର ପ୍ରହଲ୍ଲାଦ ପ୍ରଧାନ ଖବର ପାଇ ଗଦା ଯାଇଥିବା ପଟା କାଡି ସାପଟିକୁ ଧରିଥିଲେ  । ସାପଟିର ଲମ୍ବା ପାୟ ୫ଫୁଟ ଉପରେ ହେବ ବୋଲି ଶ୍ରୀ ପ୍ରଧାନ କହନ୍ତି । ସାପଟିକୁ ପାଖରେ ଥିବା ଜଗଦଳପୁର ଲେବୁଲ କ୍ରଂସି ପାଖ ଜଙ୍ଗଲରେ ସାପଟିକୁ ଛାଡିଥିବା ଜଣାପଡିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts