Breaking News

ମଟର ସାଇକେଲ ଚାଳକର ମୃତ୍ୟୁ

କନ୍ଧମାଳ--- ବାଲିଗୁଡା ରୁ ସାରଙ୍ଗଡ ଅଭିମୁଖେ ଯାଉଥିବା ସମୟରେ ରାସ୍ତା କରରେ ଥିବା ରେଲିଙ୍ଗି ରେ ପିଟି ହୋଇ ଗାଡି ଚାଲକ ବଳରାମ ପ୍ରଧାନଙ୍କର ମୃତ୍ୟୁ ହୋଇଯାଇଛି ।  ସୁଚନାଯୋଗ୍ୟ ଯେ ଏକ କଳା ରଙ୍ଗର ଫଲସର ଗାଡିରେ ବଳରାମ ଯାଉଥିବା ସମୟରେ କୌଣସି କାରଣରୁ ରାସ୍ତା କରରେ ଲାଗିଥିବା ଲୁହାର ରେଲିଙ୍ଗିରେ ପିଟି ହୋଇ ପଡିଯାଇଥିଲେ  । ସେଥିରେ ତାଙ୍କର ମୁହଁ ଓ ଆଖି ଗଭୀର ଆପାତ ଲାଗିଥିଲା । ତୁରନ୍ତ ତାଙ୍କୁ ଲୋକମାନେ ପାଖ ମେଡିକାଲକୁ ନେଇଥିଲେ  । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ସମୟରେ ମୃତ୍ୟୁ ହୋଇଯାଇଥିଲା  ।
କନ୍ଧମାଳରୁ ମନୋଜ ପଣ୍ଡା

Blog Archive

Popular Posts