Breaking News

ପିପିଲି ବ୍ଲକରେ ନୂତନ ବିଡିଓ ଙ୍କ ଯୋଗଦାନ

ପିପିଲି----ପିପିଲି ବ୍ଲକରେ ନୂତନ ବିଡିଓ ଭାବେ ଆଦିକନ୍ଦ ବେହେରା ଯୋଗ ଦେଇଛନ୍ତି । ବିଡିଓ ପିପିଲି ଶ୍ୟାମ ସୁନ୍ଦର ଟୁଡୁଙ୍କ ଚାନ୍ଦବାଲି ବ୍ଲକ କୁ ବଦଳି ପରେ ତାଙ୍କ ସ୍ଥାନରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକରୁ ପିପିଲି ବିଡିଓ ଭାବେ ଆଦିକନ୍ଦ ବେହେରା କାର୍ଯ୍ୟଭାର ସମ୍ଭାଳିଛନ୍ତି । ନୁତନ ବିଡିଓ ଙ୍କୁ ବ୍ଲକର ସମସ୍ତ ଅଧିକାରି ସ୍ୱାଗତ କରିଥିବା ବେଳେ ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟ , କଣ୍ଟି ସରପଞ୍ଚ ପ୍ରକାଶ ଧଳ,  ଚନ୍ଦ୍ରାଦେଇପୁର ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡା ପ୍ରମୁଖ ତାଙ୍କ କାର୍ଯ୍ୟାଳୟ ରେ ଫୁଲତୋଡା ଦେଇ ସ୍ୱାଗତ ଜଣାଇଛନ୍ତି ।
ପିପିଲିରୁ ବିଜୟ ମହାପାତ୍ର

Blog Archive

Popular Posts