Breaking News

ବିଦ୍ୟୁତ କରେଣ୍ଟ ଲାଗି ହଇୱା ଡ୍ରାଇଭରଙ୍କ ମୃତ୍ୟୁ

ଖୁଣ୍ଟଣୀ --- ଖୁଣ୍ଟଣୀ ଥାନା ଅନ୍ତର୍ଗତ ରାଜା ଆଠଗଡ ଷ୍ଟେସନ ନିକଟରେ ଥିବା କୋଇଲା ଡିପୋରେ କୋଇଲା ଅନଲୋଡ କରିବାକୁ ଯାଉଥବା ସମୟରେ ୧୧ କେବି ବିଦ୍ୟତ ତାର ଲାଗି ହାଇୱା ଟ୍ରକ ଡାଇଭର ଗଣେଶ୍ୱର ବେହେରା( ୩୫) ଙ୍କ ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟ ଯେ ଆରତି ଷ୍ଟିଲ କାରଖାନାରୁ କୋଇଲା ନେଇ ରାଜା ଷ୍ଟେସନ ନିକଟରେ ଥିବା କୋଇଲା ଡିପୋ ସାମ୍ନାରେ ଥିବା ୧୧ କେବି ବିଦ୍ୟୁତ ତାର ଲାଗି ଯାଇଥିଲା  । ଡ୍ରାଇଭର ଗଣେଶ୍ୱର ଗୁରୁତର ଭାବେ ଆହତ ହୋଇ ପଡିବାରୁ ତାଙ୍କୁ କଟକ ମେଡକିଲକୁ ଚିକିତ୍ସା ପାଇଁ ନିଆଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ  । ତାଙ୍କ ଗର ଆଠଗଡ ଥାନା ତରବିଙ୍ଗ ଗ୍ରାମର  । ଖବର ପାଇ ପୋଲିସ ଶବ ଜବତ କରି ବ୍ୟବଛେଦ କରିଥିବା ଜଣାପଡିଛି  । ଏହି ଖବର ଗ୍ରାମରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି  ।
ବିଜୟ ମହାପାତ୍ର

Blog Archive

Popular Posts