ସତ୍ୟବାଦୀରେ ରବିବାର ବିଦ୍ୟୁତ ସରବରାହ ବନ୍ଦ ରହିବ
ସାକ୍ଷୀଗୋପାଳ --- ସତ୍ୟବାଦୀ ବିଦ୍ୟୁତ ବିଭାଗ ପକ୍ଷରୁ ରବିବାର ଦିନ ୩୩ କେବି ମରାମତି କରାଯିବ । ଏଥିପାଇଁ ସକାଳ ୯ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସେସୁ ଓ ଫେଡୋକ ପକ୍ଷରୁ ଆଜି ପ୍ରଚାର ମାଧ୍ୟମରେ ବିଦ୍ୟୁତ ଉପଭୋକ୍ତ ମାନଙ୍କୁ ଜଣାଇ ଦିଆଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି